Jump to content

ମହାବୀରା

ଉଇକିଅଭିଧାନ‌ରୁ

ମହାବୀରା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କ୍ଷୀର କୋଙ୍କୋଳି (ଦେଖ) - — Kshīra kāṅ koḻi (See)

ଦେଶଜ - ବିଶେଷଣ - ଓ ବିଶେଷ୍ୟ - (ପ୍ରାଚୀନ ପଦ୍ୟ)

[ସମ୍ପାଦନା]

ବଳବନ୍ତ; ବଳିଷ୍ଠ ଯୋଦ୍ଧା —A great warrior.


(ଉ—ସସ୍ରେ କାଣ୍ଡ ବିନ୍ଧି ସାତ୍ୟକି ମହାବୀର (କଲେ ଅଶ୍ୱତ୍ଥାତ୍ମାମାଙ୍କ ଦେହୁଟିକି ଚିରା କୃଷ୍ଣସିଂହ. ମହାଭାରତ ଭୀଷ୍ମ)

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ମହାବାରା (ଦେଖ) - — Mahābārā (see).