ମହାବୀର୍ଯ୍ୟ
ଦେଖଣା
ମହାବୀର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା](ମହାବୀର୍ଯ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗୃହ୍ୟ ଓ ଲିଙ୍ଗମଳ ମଧ୍ୟସ୍ଥ ଶରୀରାଂଶ —The perineum; the lower pwrt of the body between the genital organ and the rectum (Apte).
ସଂସ୍କୃତ - ବିଣପୁଲିଙ୍ଗ -
[ସମ୍ପାଦନା]ମହାବିକ୍ରମ (ଦେଖ) - — Mahābikrama (See)
ମହାବୀର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା](ମହାବୀର୍ଯ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହୀ)
[ସମ୍ପାଦନା]ଖୁବ୍ ବଳଶାଳୀ — Very powerful; mighty.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପରଂବ୍ରହ୍ମ; ପରମେଶ୍ୱର — The supreme Soul; God.