ମହାବୀର ସାଧନ
ତନ୍ତ୍ର ଶାସ୍ତ୍ରୋକ୍ତ ସାଧନା ବିଶେଷ — A Tantric rite practised for bringing the mighty 'Mahābīra' under one's control.
[ଦ୍ରଷ୍ଟବ୍ୟ —ଏହା ସାଧନାରେ ସିଦ୍ଧି ଲାଭ କଲେ ସାଧକ 'ମହାବୀର'ଙ୍କଦ୍ୱାରା ଅସାଧ୍ୟ କାର୍ଯ୍ୟମାନ ସାଧନ କରାଇ ପାରନ୍ତି]