ମହାବୋଧି ଦ୍ରୁମ
ଦେଖଣା
ମହାବୋଧି ଦ୍ରୁମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୋଧିତାରୁ ୨ ଦେଖ; ଗୟା ନିକଟସ୍ଥ ବୁଦ୍ଧ— ଗୟା ନାମକ ସ୍ଥାନରେ ଥିବା ପୁରାତନ ଅଶ୍ୱତ୍ଥ ବୃକ୍ଷ — An old pippala (religious fig) tree under which the great Buddha practised meditation and attained wisdom.
[ଦ୍ରଷ୍ଟବ୍ୟ —ପ୍ରସିଦ୍ଧି ଅଛି ଯେ ବୁଦ୍ଧଦେବ ଏହି ଗଛ ମୂଳରେ ତପସ୍ୟା କରି ଦିବ୍ୟ ଗ୍ୟାନ ଲାଭ କରିଥିଲେ ]