ମହାଭାଗ
ଦେଖଣା
ମହାଭାଗ
ଉଚ୍ଚାରଣ
[ସମ୍ପାଦନା](ମହାଭାଗୀ—ଅନ୍ୟରୂପ)
(ମହାଭାଗୀ, ମହାଭାଗିନୀ—ସ୍ତ୍ରୀ)
(ମହାଭାଗତା (ତ୍ୱ) ବି)
ସଂସ୍କୃତ - ବିଶେଷଣ - ପୁଂ—(ମହତ୍+ଭାଗ=ଭାଗ୍ୟ ଯାହାର;ବହୁବ୍ରିହୀ)
[ସମ୍ପାଦନା]- ୧. ଅତିଶୟ ସୌଭାଗ୍ୟ ଶାଳୀ ୧. Very fortunate or pros-perous.
- ୨. ଦୟା ଦାକ୍ଷିଣାଦି ଗୁଣଯୁକ୍ତ —୨. Endowed with noble qualities.
- ୩. ମହାଶୟ; ଉଦାରଚେତା; ମହାତ୍ମା —୩. Noble; magnanimous; great (person)
[ଉ—ଅଶ୍ୱିନୀମାନଙ୍କୁ ତହିଁ ସୋମ ଭାଗ, ଦେଲେ ଋଷିକୁଳମଣି ମହାଭାଗ କୃଷ୍ଣସିଂହ. ମହାଭାରତ ଅରଣ୍ୟ]