Jump to content

ମହାଭୁତ

ଉଇକିଅଭିଧାନ‌ରୁ

ମହାଭୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ସୃଷ୍ଟିର ୫ଗୋଟି ପ୍ରଧାନ ଉପାଦାନ (କ୍ଷତି, ଅପ୍, ତେଜଃ, ମରୁତ, ବ୍ୟୋମ) — ୧. The ୫ primordial elements of nature (viz, the earth, water, light, air and ether).
୨. ବିଶ୍ୱେଶ୍ୱର; ଶିବ —୨. Ṡiba.
୩. ଶ୍ରେଷ୍ଠଜୀବ — ୩. An animal of a higher order.; a noble creature.
୪. ପରମେଶ୍ୱର —୪. God.