Jump to content

ମହାମଙ୍ଗଳା

ଉଇକିଅଭିଧାନ‌ରୁ

ମହାମଙ୍ଗଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହତୀ+ମଙ୍ଗଳା)

[ସମ୍ପାଦନା]

ପୂରୀଜିଲ୍ଲାର କାକଟପୁରରେ ଥିବା ପ୍ରସିଦ୍ଧ ଠାକୁରାଣୀ — A famous idol (Goddess)at Kākaṭapur in the district of Puri.

[ଉ—ଭଲ୍ଲ୍ କ—ବିକଟ କାକଟପୁର ମହାମଙ୍ଗଳା ରାଧାନାଥ . ଚନ୍ଦ୍ରଭାଗା]

[ଦ୍ରଷ୍ଟବ୍ୟ — ଏ ମଙ୍ଗଳଦ୍ୱୀପରୁ ଆସଥିବାରୁ ଜନଶ୍ରୁତି ଅଛି ଓ ଏଥିଯୋଗୁଁ ଓ ନାମ ହୋଇଅଛି ବୋଧହୁଏ, ସେ କାଳରେ ସିଂହଳ ଦ୍ୱୀପକୁ ଲୋକେ ମଙ୍ଗଳାଦ୍ୱୀପ କହୁଥିଲେ ]