ମହାମଲ୍ଲ
ବଳବାନ୍ ଯୋଦ୍ଧା; ମହାବଳ ବୀର —A great hero.
(ଉ—କି ବୃତ୍ତି କରି ତୁମ୍ଭେ ଜାତି ଶ୍ରେଷ୍ଠ ହେଲ, କହତ ମୋତେ ହେ ଶମ୍ୱର ମହାମଲ୍ଲ କୃଷ୍ଣସିଂହ. ମହାଭାରତ ଅନୁଶାସନ )