ମହାମାଈ
ଦେଖଣା
ମହାମାଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହତୀ.ମାତା)
[ସମ୍ପାଦନା]- ୧. ଦେବତା; ଠାକୁରାଣୀ — ୧. A Goddess.
- ୨. (ସଂସ୍କୃତ - ମହାମାୟା— ମହାମାୟା ବା ଦୁର୍ଗା ବା କାଳୀ —୨. Goddess Durgā or Kaḻī.
- ୩. ମହତୀ ମାତା — ୩. The Great mother.
(ଉ—ମହାନଦୀ ମହାମାଈ, ଉତ୍କଳ ମାତାଙ୍କ ପ୍ରଧାନ ଧମନୀ ସମୁଦ୍ରେ ମିଶୁଛି ଯାଇଁ ଭିକାରୀ. ଗୀତ ଲହରୀ )