Jump to content

ମହାମାରୀ

ଉଇକିଅଭିଧାନ‌ରୁ

ମହାମାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବି (କର୍ମଧା; ମହାନ୍+ମାରୀ=ମଡ଼କ ଓ ଦୁର୍ଗାଙ୍କର ଶକ୍ତିବିଶେଷ)

[ସମ୍ପାଦନା]
୧. ମହାକାଳୀ (ଦେଖ) - — ୧. Mahākāḻī (See)
୨. କୌଣସି ଅଞ୍ଚଳରେ ବ୍ୟାପିଥିବା ମଡ଼କ —୨. A great pestilence or plague.

[ଦ୍ରଷ୍ଟବ୍ୟ —ଯଥା; ଓଲାଉଠା, ବସନ୍ତ, ପ୍ଲେଗ୍ ଇତ୍ୟାଦି ]