ମହାମାୟା
ଦେଖଣା
ମହାମାୟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ମହତୀ+ମାୟା)
[ସମ୍ପାଦନା]- ୧. (କର୍ମଧା) ଜଗତରେ ବ୍ୟାପି ଥିବା ଆବିଦ୍ୟା ବା ମାୟା — ୧. The delusion which envelops the ceration.
- ୨. (ସ୍ତ୍ରୀ) (ବହୁବ୍ରୀହି) ଦୁର୍ଗା —୨. Goddess Durgā.
- ୩. (ସ୍ତ୍ରୀ) (ବହୁବ୍ରୀହି) ଲକ୍ଷ୍ମୀ; କମଳା — ୩. The Goddess of wealth.
- ୪. (ସ୍ତ୍ରୀ) ଗଙ୍ଗାନଦୀ (ହିନ୍ଦୀ - ଶ) —୪. Thej Ganges.
- ୫. (ସ୍ତ୍ରୀ) ଆଚାର୍ଯ୍ୟଛନ୍ଦର ୧୩: ପ୍ରକାର ମଧ୍ୟରେ ଏକ — ୫. One of the modifications of the Sanscrit Ārjyā metre.
- ୬. (ପୁଂ) ବିଷ୍ଣୁ (ହିନ୍ଦୀ - ଶ.) —୬. Bishṇu.
- ୭. (ପୁଂ) ଶିବ (ହିନ୍ଦୀ - ଶ.) —୭. ṡiba.
- ୮. (ପୁଂ) ବିଦ୍ୟାଧରବିଶେଷ (ହିନ୍ଦୀ - ଶ) — ୮. Name of a heavenly being.
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ବୁଦ୍ଧି— ଦେବଙ୍କ ମାତା; ମାୟାଦେବୀ — ୧. Name of the mother of the Buddha.
- ୨. ଗ୍ରାମଦେବତା—
ବିଶେଷ — ୨. Name of a popular village Goddess.
[ଦ୍ରଷ୍ଟବ୍ୟ —ପୁରୀ ଜିଲ୍ଲା ସାକ୍ଷିଗୋପାଳ ଷ୍ଟେସନ ନିକଟରେ ମହାମାୟା ମାନରେ ଏକ ଦେବୀ ଅଛନ୍ତି ]
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ମହାମାୟାର ସ୍ତ୍ରୀଲିଙ୍ଗ — Feminine of Mahāmāyā.