ମହାମୀନ
ବଡ଼ ମାଛ — A big fish.
[ଉ—ବହିତ୍ର କୁମ୍ଭୀର ମହାମୀନମାନ ଗତି କରନ୍ତି କି ରଙ୍ଗେ ସେ—ଭଞ୍ଜ. ବୈଦେହୀଶବିଳାସ ]