ମହାମୃତ୍ୟୁଞ୍ଜୟ ମନ୍ତ୍ର
ମହାଦେବଙ୍କ ମନ୍ତ୍ରବିଶେଷ — Name of a mystic formula for propitiating God Ṡiba.
[ଦ୍ରଷ୍ଟବ୍ୟ — ଏହି ମନ୍ତ୍ର ଜପ କଲେ ଅକାଳ ମୃତ୍ୟୁ, ଆସନ୍ନ ମ଼ୃତ୍ୟୁ ଓ ଗୁରୁତର ରୋଗ କବଳରୁ ରକ୍ଷା ମିଳେ ]