ମହାମେରୁ
ଦେଖଣା
ମହାମେରୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମେରୁ ପର୍ବତ ପରି ବଡ଼ ଓ ଦୃଢ଼ — ୧. Gigantic and strong.
(ଉ— ବୋଲନ୍ତି ମୋତେ ବିଶ୍ୱଗୁରୁ ଯାର ମହିମା ମହା— ମେରୁ—ଜଗନ୍ନାଥ. ଭାଗବତ)
- ୨. ଅତିବଡ଼ — ୨. Very big.
(ଉ—ଗଛ ମହାମେରୁ ପତର ସରୁ, ତା ଫଳଟି ବାଙ୍କିଆ ମେରୁ—ନାଆଁ ଦିଆ ଉତ୍ତର= କଯାଁଗଛ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପର୍ବତବିଶେଷ — ୧. Name of a mountain.
(ଉ—ଉତ୍ତର ଦିଗରେ ଦିଶୁଅଛି ଯେଉଁ ଗିରି ମହାମେରୁ ନାମଟି ଅଟଇ ତାହାରି— କୃଷ୍ଣସିଂହ. ମହାଭାରତ. ବନ)
- ୨. ଏକପ୍ରକାର ଜଙ୍ଗଲୀ ବଡ଼ ଗଛ — ୨. A kind of wild big tree.