Jump to content

ମହାଯଜ୍ଞ

ଉଇକିଅଭିଧାନ‌ରୁ

ମହାଯଜ୍ଞ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମହତ୍+ଯଜ୍ଞ, କର୍ମଧାରୟ)

[ସମ୍ପାଦନା]
୧. ପ୍ରଧାନ ଯଜ୍ଞ — ୧. A great Vedic oblation.
୨. ହିନ୍ଦୁ ଗୃହସ୍ଥ କର୍ତ୍ତବ୍ୟ ୫ ଗୋଟି ନିତ୍ୟ କାର୍ଯ୍ୟ —୨. The five great sacrifices enjoined on a Hindu householder.

[ଦ୍ରଷ୍ଟବ୍ୟ —ଏହି ପାଞ୍ଚ ମହାଯଜ୍ଞ ଅଟେ ଯଥା ===

୧. ଋଷିଯଜ୍ଞ—ବେଦାଧ୍ୟୟନ
୨. ଦେବଯଜ୍ଞ—ଅଗ୍ନିହୋତ୍ର ହୋମାଦି
୩. ପିତୃଯଜ୍ଞ—ତର୍ପଣ
୪. ନୃଯଜ୍ଞ—ଅତିଥିସେବା
୫. ଭୁତଯଜ୍ଞ—ଜୀବଗଣଙ୍କୁ ଖାଦ୍ୟଦାନ ବା ବୈଶ୍ୱଦେବ]
୩. (ବହୁବ୍ରୀହି)—ବିଷ୍ଣୁ —୩. Bishṇ.