ମହାଯମକ
ଦେଖଣା
ମହାଯମକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କାବ୍ୟାଦିରେ ବ୍ୟବହୃତ ଶବ୍ଦାଳଙ୍କାରବିଶେଷ — A figure of speech.
[ଦ୍ରଷ୍ଟବ୍ୟ —ଯେଉଁ ଯମକରେ ଶ୍ଳୋକର ବା ପଦର ପ୍ରତ୍ୟେକ ଧାଡ଼ିର ଅକ୍ଷର ମାନଙ୍କରେ ବହୁବାର ସମାନତା ଥାଏ; କିନ୍ତୁ ଅର୍ଥ ପୃଥକ୍, ତାକୁ ମହାଯମକ ବୋଲାଯାଏ ଯଥା—ତପର ତପନରେଶ ତ ପର ତପନ, ତପର ତପନ ତୁଳି. ତ ପର ତପନ— ଭଞ୍ଜ. ପ୍ରେମମଞରୀ ସଂସ୍କୃତ କିରାତାର୍ଜ ନୀୟକାବ୍ୟର ୧୫ଶ ସର୍ଗ ୫୨: ଶ୍ଳୋକରେ ୪ ଧାଡ଼ିରେ ଅକ୍ଷରମାନ ଏକ, କିନ୍ତୁ ପ୍ରତ୍ୟେକ ଧାଡ଼ିର ଅର୍ଥ ବିଭିନ୍ନ ଅଟେ ]