Jump to content

ମହାଯାତ୍ରା

ଉଇକିଅଭିଧାନ‌ରୁ

ମହାଯାତ୍ରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମହାପ୍ରସ୍ଥାନ (ଦେଖ) - — Mahāprasthāna (See).
(ମହତ୍ ତଳେ ଟୀକା ଦେଖ) 
୨. ତୀର୍ଥ ମୃତ୍ୟୁ ଲଭିବା ପାଇଁ କାଶୀ ଯାତ୍ରା — ୨. A pilgrimage to Benares to die there (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଣ୍ଡବମାନଙ୍କର ମହାପ୍ରସ୍ଥାନ— ବର୍ଣ୍ଣନାତ୍ମକ କବିବର ରାଧାନାଥଙ୍କର ଅସମ୍ପୂର୍ଣ୍ଣ ଓଡ଼ିଆ କାବ୍ୟବିଶେଷ —An incomplete poem in Oriya by Rādhānātha.