Jump to content

ମହାଯୋଗୀ

ଉଇକିଅଭିଧାନ‌ରୁ

ମହାଯୋଗୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ମହାନ୍+ଯୋଗୀ; କର୍ମଧା)

[ସମ୍ପାଦନା]

ତପୋନିରତ; ମହାତପାଃ — Practising great austeri-ties.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମହାଦେବ; ଶିବ —୧. Ṡiba.
୨. ବିଷ୍ଣୁ —୨. BIshṇu (Apte).
୩. କୁକ୍କୁଟ — ୩. A cock (Apte).