ମହାରଜା
(ମହାଜା—ଅନ୍ୟରୂପ)
ମହାରାଜ; ସମ୍ରାଟ — An emperor.
ରାଜାଙ୍କ ପ୍ରତି ପାର୍ଶ୍ୱଚରମାନଙ୍କ ସଂବୋଧନ —A term used in addressing a Raja by his attendants.