ମହାରଣା
ପୁଥୁରିଆ, ବଢ଼େଇ , କମାର ଓ ଚିତ୍ରକରଙ୍କ ବଂଶୋପାଧି ବିଶେଷ — A family title of stone mesons, carpenters and painters.
[ଦ୍ରଷ୍ଟବ୍ୟ — ଯେଉଁ ବଢ଼େଇ କରିଥିବା କାମଯାକ ଶ୍ରୀଘ୍ର ହୁଗୁଳି— ଯାଏ ତାହାକୁ ବ୍ୟଙ୍ଗରେ ହୁଗୁଳି ମହାରଣା କହନ୍ତି]