Jump to content

ମହାରଣ୍ୟ

ଉଇକିଅଭିଧାନ‌ରୁ

ମହାରଣ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମହତ୍+ରତ୍ନ)

[ସମ୍ପାଦନା]
୧. ଶ୍ରେଷ୍ଠ ମଣି — ୧. Chief gem.
୨. ନବରତ୍ନ —୨. Nine kinds of excellent gems.

[ଦ୍ରଷ୍ଟବ୍ୟ — ହୀରା, ନୀଳା, ମୋତି, ମାଣିକ୍ୟ, ପଦ୍ମରାଗ, ଗୋମେଦ, ପୁଷ୍ପରାଗ, ପ୍ରବାଳ ଓ ବୈଦୁର୍ଯ୍ୟ କେହି କେହି କହନ୍ତି— ମଣି , କରିଚକ୍ର, ବରସ୍ତ୍ରୀ, ପରିଗାୟକ ଓ ଗୃହନାୟିକା —ଏହି ୫ଟି ମହାରନୁ— ପ୍ରକୃତିବାଦ]