Jump to content

ମହାରସ

ଉଇକିଅଭିଧାନ‌ରୁ

ମହାରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଅତିଶୟ ରସମୟ ବା ସୁସ୍ୱଦୁ ବା ରୁଚିକର —Very savury (Apte)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାରଦ —୧. Mercury.
୨. ଖର୍ଜୁର — ୨. Date (tree of fruit).
୩. ଆଖୁ —୩. Sugarcane (Apte).
୪. ମୂଲ୍ୟବାନ୍ ଖନିଜ ଦ୍ରବ୍ୟ — ୪. A precious mineral (Apte)
୫. ବୈଦ୍ୟ ଶାସ୍ତ୍ର ମତରେ ହିଙ୍ଗୁଳା, ପାରଦ, ବୈକ୍ରାନ୍ତ, କାନ୍ତଲୌହ ଅଭ୍ରଜ, ମାକ୍ଷିକ, ବିମଳ, ଶସ୍ୟ (କଶେରୁ) ଏହି ଆଠଟି ବସ୍ତୁ — ୫. Name of ୮ substances mentioned in the Ayurbeda (Apte).
୬. କାଞ୍ଜି; ତୋଡ଼ାଣି —୬. Sour rice water (Apte).