Jump to content

ମହାରାଜ

ଉଇକିଅଭିଧାନ‌ରୁ

ମହାରାଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ (ସମ୍ୱୋଧନ)

[ସମ୍ପାଦନା]

(ରାଜା, ମହନ୍ତ, ବାବାଜୀ, ସମ୍ମାନା ସ୍ପଦ ବ୍ୟକ୍ତି ଓ ବ୍ରାହ୍ମଣଙ୍କ ପ୍ରତି ପ୍ରୁଯୁକ୍ତ ଉକ୍ତି)— ମଣିମା! ମହାପ୍ରଭୁ! — (a tern used in addressing a kind, a Mahant, a Brahman, a respectable person etc) Your Majesty! Your Highness!



ମହାରାଜ

ଉଚ୍ଚାରଣ

[ସମ୍ପାଦନା]
(ମହାରାଜୀ—ସ୍ତ୍ରୀ) 

(ମହାରାଜ୍ଞୀ ନୁହେଁ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (କର୍ମ ମହାନ୍+ରାଜନ୍)

[ସମ୍ପାଦନା]
୧. ରାଜଶ୍ରେଷ୍ଠ; ସମ୍ରାଟ; ରାଜେନ୍ଦ୍ର —୧. Emperor.
୨. ପୂର୍ବ ଜିନ ବିଶେଷ — ୨. Name of a saint who came before the Buddha.
୩. ନଖ ୩. Finger nail.
୪. ପ୍ରଧାନ କ୍ଷତ୍ରିୟ —୪. An eminent Kshtriya.

=== ସଂସ୍କୃତ - ଅ (ରାଜା ବା ମାନ୍ୟ ବ୍ୟକ୍ତିମାନଙ୍କୁ ସମ୍ୱୋଧନ)

ହଜୁରି! ମଣିମା! —Your Highness! your Mafesty! your Honour! (Apte).