Jump to content

ମହାରାଜାଧିରାଜ

ଉଇକିଅଭିଧାନ‌ରୁ

ମହାରାଜାଧିରାଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମହାରାଜ+ଅଧିରାଜ=ପ୍ରଧାନ ରାଜା)

[ସମ୍ପାଦନା]

ରାଜେନ୍ଦ୍ର; ରାଜଚକ୍ରବର୍ତ୍ତୀ; ସାର୍ବଭୌମ — An emperor; a lord over many kings.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାରତ ଗଭର୍ଣ୍ଣମେଣ୍ଟଙ୍କ ପ୍ରଦତ୍ତ ଉପାଧିବିଶେଷ —A title bestowed by the Indian Government.