Jump to content

ମହାରାଜ୍ଞୀ

ଉଇକିଅଭିଧାନ‌ରୁ

ମହାରାଜ୍ଞୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ମହାରାଜୀ)

[ସମ୍ପାଦନା]
୧. ସମ୍ରଜ୍ଞୀ — ୧. Empress.
୨. ମହାରାଜ ମହିଷୀ — ୨. The queen of Mahārājā.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(କର୍ମଧା;' ମହତୀ+ରାଜ୍ଞୀ)

[ସମ୍ପାଦନା]

ବହୁଗୁଣ ବିଭୁଷିତା ମହାମନାଃ ରାଜ୍ଞୀ — A mannanimous and noble queen.

[ଦ୍ରଷ୍ଟବ୍ୟ — ମହାରାଜ ଶବ୍ଦର ସ୍ତ୍ରୀଲିଙ୍ଗରେ ଅର୍ଥାତ୍ ମହାରାଜାଙ୍କ ସ୍ତ୍ରୀ ଅର୍ଥରେ ମହାରାଜ୍ଞୀ ଶବ୍ଦର ପ୍ରୟୋଗ ସଂସ୍କୃତ ବ୍ୟାକରଣ ନିୟମ ଅନୁସାରେ ଅଶୁଦ୍ଧ, କିନ୍ତୁ ଯଦି କୌଣସି ରାଣୀଙ୍କ ସୁଗୁଣ ଜ୍ଞାପନାର୍ଥ ରାଜ୍ଞୀ ଶବ୍ଦ ପୂର୍ବରେ ମହତ୍ ଶବ୍ଦ କରାଯାଏ (ଅର୍ଥାତ୍ ମହାମନାଃ ରାଣୀ ଅର୍ଥରେ) ତେବେ 'ମହାରାଜ୍ଞୀ' ଶବ୍ଦର ପ୍ରୟୋଗ ସଂସ୍କୃତ ବ୍ୟାକରଣ ନିୟମ ସଙ୍ଗତ]