ମହାରାତ୍ର
ଦେଖଣା
ମହାରାତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ମହତୀ+ରାତ୍ରି; କର୍ମଧା)
[ସମ୍ପାଦନା]- ୧. ଅର୍ଦ୍ଧରାତ୍ରର ପରବର୍ତ୍ତୀ ମୂହୁର୍ତ୍ତଦ୍ୱୟ —୧. ୨ moments just after midnight.
- ୨. କାଳରାତ୍ରି —୨. A fearful night.
- ୩. ମହା ପ୍ରଳୟର ରାତ୍ରି — ୩. The utter darkness following the great cataclysm.
- ୪. ଅର୍ଦ୍ଧରାତ୍ର —୪. Midnight (Apte).
- ୫. ମହାଷ୍ଟମୀର ରାତ୍ରୀ —୫. The night of the ୮th day of the bright fortnight of Āswina (Apte).