Jump to content

ମହାରାତ୍ରି

ଉଇକିଅଭିଧାନ‌ରୁ

ମହାରାତ୍ରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମହତୀ+ରାତ୍ରି; କର୍ମଧା)

[ସମ୍ପାଦନା]
୧. ଆର୍ଦ୍ଧରାତ୍ରର ପରବର୍ତ୍ତୀ ମୂହୁର୍ତ୍ତଦ୍ୱୟ —୧. ୨<? ?>moments just after midnight.
୨. କାଳରାତ୍ରି —୨. A fearful night.
୩. ମହା ପ୍ରଳୟର ରାତ୍ରି — ୩. The utter darkness following the great cataclysm.
୪. ଅର୍ଦ୍ଧରାତ୍ର —୪. Midnight (Apte).
୫. ମହାଷ୍ଟମୀର ରାତ୍ରୀ —୫. The night of the ୮th day of the bright fortnight of Āswina (Apte).