Jump to content

ମହାରାଷ୍ଟ୍ରୀ

ଉଇକିଅଭିଧାନ‌ରୁ

ମହାରାଷ୍ଟ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମହାରାଷ୍ଟ୍ର+ଈ)

[ସମ୍ପାଦନା]
୧. ମରହଟ୍ଟୀ ଭାଷା — ୧. The Marhattee language.
୨. ମରହଟ୍ଟା ଦେଶର ଅଧିବାସୀ —୨. An inhabitant of the Marhatta country; a Marhatta.
୩. ଏକପ୍ରକାର ଶାକ; ଜଳ ପିପ୍ପିଳୀ; ମହା ରୁଣ୍ଠା; କନାଶିରୀ ବା କାନିଶିରୀ ଶାଗ —୩. A kind of pot-herb.