ମହାରୁଣ୍ଠା
ଦେଖଣା
ମହାରୁଣ୍ଠା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମହାରାଷ୍ଟ୍ରୀ ଅନ୍ୟ ,ସଂସ୍କୃତ - ନାମ କଞ୍ଚଟ)
[ସମ୍ପାଦନା]କନିଶିରି; ଏକ ପ୍ରକାର ଶାଗ; ଜଲ ପିପ୍ପିଳୀ ===
ଅନୁବାଦ
[ସମ୍ପାଦନା]ମହାରୁଣ୍ଠା
|
(ମହାରୂଣୀ, ମହାରୁଣ୍ଠେଈ—ସ୍ତ୍ରୀ)
A kind of pot-herb; Commelyna Bengalensis.
[ଯଥା— ଏହା ପାରଦ ଦୋଷ ନାଶକ]
ଦେଶଜ - ବିଶେଷଣ - ପୁଂ.
[ସମ୍ପାଦନା]ଅତି କୃପଣ — Very miserly or niggardly.