ମହାରୂପକ
ଦେଖଣା
ମହାରୂପକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କାବ୍ୟରେ ବ୍ୟବହୃତ ଅର୍ଥାଳଙ୍କାର ବିଶେଷ — A figure if Speech used in epics.
[ଦ୍ରଷ୍ଟବ୍ୟ — ଯେଉଁଠାରେ ଏକ ବସ୍ତୁର ବର୍ଣ୍ଣନାରେ ଏକାଧିକ ରୂପକାଳଙ୍କରର ବ୍ୟବହୃତ ହୋଇଥାଏ, ତାହାକୁ ମହାରୂପକ ବୋଲାଯାଏ ଯଥା— ଦେହ—ପଞ୍ଜରୀ ପରାଣ ସାରୀ ଜୀବାତୁ ସେ ମନ ମୀନ ପ୍ରେମବନ ବର୍ଦ୍ଧନୀ ଆଭାସେ କାମ ତାପ କୃପା ଗଙ୍ଗା କୃଚେ ଶିବ ଅଛି ରସ ରତ୍ନ ମନକୋଷ ନିଧାନୀ ମଣିଛି —ଅଭିମନ୍ୟ ବିଦଗ୍ଧ୍ ଚିନ୍ତାମଣି]
- ୨. ସଂସ୍କୃତନାଟ୍ୟ ଗ୍ରନ୍ଥ— ବିଶେଷ —୨. Name of a Sanscrit drama.