Jump to content

ମହାରୋଗ

ଉଇକିଅଭିଧାନ‌ରୁ

ମହାରୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମହତ୍+ରୋଗ; କର୍ମଧା)

[ସମ୍ପାଦନା]

ଉନ୍ନାଦ, କୁଷ୍ଠ, ରାଜଯକ୍ଷ୍ମା ଆଦି ଅସାଧ୍ୟ ବା ମାରାତ୍ମକ ରୋଗ — A dangerous illness; incurable disease; (eg, leprosy,. insanity, and pthisis.)