Jump to content

ମହାର୍ଘ

ଉଇକିଅଭିଧାନ‌ରୁ

ମହାର୍ଘ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମହତ୍+ଅର୍ଘ=ମୂଲ୍ୟ ଯାହାର; ବହୁବ୍ରୀହି)

[ସମ୍ପାଦନା]
୧. ଦାମିକା; ଅତି ମୂଲ୍ୟବାନ୍ —୧. Precious. costly.
୨. ମହର୍ଗ; ଦୁର୍ମୂଲ୍ୟ —୨. Dear (in price).

[ଦ୍ରଷ୍ଟବ୍ୟ — ଏହାର ଅପଭ୍ରଂଶ ମହର୍ଗ, ମହରଗ]