Jump to content

ମହାର୍ହ

ଉଇକିଅଭିଧାନ‌ରୁ

ମହାର୍ହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମହା+ଅର୍ହ=ମୂଲ୍ୟ ଯାହାର; ବହୁବ୍ରୀହି)

[ସମ୍ପାଦନା]
୧. ମହାର୍ଘ; ବହୁ ମୂଲ୍ୟ —୧. Precious; costly.
୨. ଅମୁଲ୍ୟ —୨. Invaluable.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ୱେତ ଚନ୍ଦନ —The white sandal wood.