ମହାଲକ୍ଷ୍ମୀ ଓସା
ଦେଖଣା
ମହାଲକ୍ଷ୍ମୀ ଓସା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହାଲକ୍ଷ୍ମୀ ଓସା
|
(ମହାଲକ୍ଷ୍ମୀ ବ୍ରତ—ସଂସ୍କୃତ - ରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାର୍ଗଶିର ମାସର ପ୍ରତି ଗୁରୁବାର ଦିନ ଲକ୍ଷ୍ମୀ ପୂଜନ ରୂପ ଉତ୍ସବ; ମାଣବସା ବା ଗୁରୁବାର ଓଷା —A festival of worshippijng the Goddess of wealth on all the Thursdays of the month if Margasira.