Jump to content

ମହାଲକ୍ଷ୍ମୀ ବୁଡ଼

ଉଇକିଅଭିଧାନ‌ରୁ

ମହାଲକ୍ଷ୍ମୀ ବୁଡ଼

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଶୂଦ୍ରଭାଷା)

[ସମ୍ପାଦନା]

ଠାକୁରାଣୀ ଗାଧୁଆ; ରଜ ସଂକ୍ରାନ୍ତିର ତୃତୀୟ ଦିବସ — The tited day of Raja saṇkrānti on which the Goddess of wealth is bathed.

[ଦ୍ରଷ୍ଟବ୍ୟ — ଏ ଦିନ ବଡ଼ି ସକାଳୁ ସ୍ତ୍ରୀଲୋକମାନେ ଅଗଣାରେ ଗୋଟିଏ ସ୍ଥାନ ଲିପା ପୋଛା କରି ଓ ମୁରୁଜ ଦେଇ ସେଠାରେ ମହାଲକ୍ଷ୍ମୀଙ୍କୁ କଳ୍ପନା କରି ଗୋଟିଏ ଗୁଆ, ଲଙ୍ଗଳ ଲୁହା ଓ ଗୋଟିଏ ସୁନାର ଅଳଙ୍କାର ବସାଇ ତାହାକୁ ପୁଜା କରନ୍ତି]