ମହାଶକ୍ତି
ଦେଖଣା
ମହାଶକ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ପ୍ରବଳ ପରାକ୍ରମ ବା କ୍ଷମତା — ୧. Great strength ir energy.
- ୨. ଆଦ୍ୟାଶକ୍ତି;' ଦୁର୍ଗା; ଭଗବତୀ —୨. The Primary Energy which created the universe.
- ୩. (ପୁଂ) (ବହୁବ୍ରୀହି)—ଦେବସେନାପତି କାର୍ତ୍ତିକେୟ — ୩. The commander of the gods; Kārttikeya.
- ୪. ଶିବ Ṡiba.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପ୍ରବଳ ପରାକ୍ରମଶାଳୀ —Mighgty; of great energy.