ମହାଶଙ୍ଖ
ଦେଖଣା
ମହାଶଙ୍ଖ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମହତ୍ ଶବ୍ଦ ତଳେ ଟିକା ଦେଖ; ଶଙ୍ଖ ଶବ୍ଦ ପୂର୍ବେ଼ ମହତ୍ ଶବ୍ଦ ପ୍ରୟୋଗ ନିଷିଦ୍ଧ ଥିଲେହିଁ ଗ୍ରନ୍ଥକାର— ମାନେ ଏହା ବ୍ୟବହାର କରିଅଛନ୍ତି)
[ସମ୍ପାଦନା]- ୧. ବଡ଼ଶଙ୍ଖ — ୧. A big conch.
- ୨. ଭୀମଙ୍କ ଶଙ୍ଖ —୨. The conch which Bhī used to blow.
- ୩. କୁବେରଙ୍କ ନିଧି ବିଶେଷ; ଶଙ୍କ ନିଧି —୩. Name of a precious gem of Kubera.
- ୪. ସଂଖ୍ୟା ବିଶେଷ; ୧ ଶଙ୍ଖ ସଂଖ୍ୟା; ୧ ଲକ୍ଷ କୋଟି ସଂଖ୍ୟା — ୪. A thousand billions.
- ୫. ଅସ୍ତ୍ର ବିଶେଷ — ୫. Name of A weapon.
- ୬. ନରକପାଳାସ୍ଥି —
୬. Human skull.
- ୭. ଲଲାଟାସ୍ଥି —୭. The bone of the forheead.
- ୮. କର୍ଣ୍ଣ ଓ ଚକ୍ଷୁର ମଧ୍ୟବର୍ତ୍ତୀ ହାଡ଼ —୮. The malar bone; the cheek bone.
- ୯. ତନ୍ତ୍ର ମତେ ବୀରାଚାରପ୍ରସିନଦ୍ଧ ନରକପାଳାସ୍ଥି ନିର୍ମିତ ମାଲ୍ୟ ବିଶେଷ —୯. A garland of skulls used by devotees during Tantic rites.