ମହାଶଳ୍ମ
ଦେଖଣା
ମହାଶଳ୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ବୃହତ ଶଳ୍ମ ବା କାତିବିଶିଷ୍ଟ — Having big scales.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚୁଙ୍ଗୁଡ଼ି ମାଛ —୧. Shrimp.
- ୨. ବିଛାବାଳିଆ ଚୁଙ୍ଗୁଡ଼ି ୨. Prawn; sea shrimp (Apte)
[ଦ୍ରଷ୍ଟବ୍ୟ — ମନୁ ୩ ୨୭୨:ରେ ଅଛି ଯେ ମହାଶଳ୍ପ ପିତୃଲୋକଙ୍କୁ ଶ୍ରାଦ୍ଧରେ ଅର୍ପଣ କଲେ ପିତୃଗଣଙ୍କର ଅନନ୍ତକାଳ ତୃପ୍ତ ହୁଏ]