ମହାଶୁକ୍ଳ
(ମହାଶୁକ୍ଳା—ସ୍ତ୍ରୀ)
ଅତି ଶୁଭ୍ର — Very white; milken white.
ସରସ୍ୱତୀ —The Goddess of lear ning.
ମହାଶୁକ୍ଳର ସ୍ତ୍ରୀଲିଙ୍ଗ — Feminine of Mahāṡukḻa.