Jump to content

ମହାଶୟୀ କାରଖାନା

ଉଇକିଅଭିଧାନ‌ରୁ

ମହାଶୟୀ କାରଖାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବହୁ ଆଡ଼ମ୍ୱର —Much ado; grand style.

[ଦ୍ରଷ୍ଟବ୍ୟ — ଉତ୍କଳର ମହାଶୟ ଉପାଧିଧାରୀ ବଙ୍ଗୀୟ ଜମିଦାରମାନଙ୍କର ଆଡ଼ମ୍ୱର ଯୁକ୍ତ ଢ଼ଙ୍ଗରୁ ଏ ଶବ୍ଦ ପ୍ରଚଳିତ ହୋଇଅଛି ଫଳତଃ ଏହି ମହାଶୟୀ ଆଡ଼ମ୍ୱର ଓ ବ୍ୟୟ ଯୋଗୁଁ ଉତ୍କଳର 'ମହାଶୟ' ବଂଶୀୟ ଜମିଦାରମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ବର୍ତ୍ତମାନ ଖରାପ ହେବାର ଦେଖା ଯାଇଅଛି]