ମହାସତ୍ୱ
ଦେଖଣା
ମହାସତ୍ୱ
ଉଚ୍ଚାରଣ
[ସମ୍ପାଦନା](ମହାସତ୍ୱା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ମହା ବଳଶାଳୀ —୧. Mighty.
- ୨. ମହାମନାଃ —୨. Magnanimous; noble.
- ୩. ଧର୍ମପରାୟଣ —୩. Righteous (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୃହତ୍କାୟ ଜୀବ — ୧. A gigantic animal.
- ୨. କୁବେର — ୨. Kubera (Apte).
- ୩. ଶାକ୍ୟମୁନି — ୩. The Buddha.