ମହାସମୁଦ୍ର
ଦେଖଣା
ମହାସମୁଦ୍ର
ଉଚ୍ଚାରଣ
[ସମ୍ପାଦନା]ମହାସାଗର, ମହାସିନ୍ଧୁଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମହାର୍ଣ୍ଣବ; ଯେଉଁ ସୁବିସ୍ତୀର୍ଣ୍ଣ ଜଳରାଶି ପୃଥିବୀର ସ୍ଥଳଭାଗକୁ ବେଷ୍ଟନ କରିଅଛି —The great ocean.
[ଦ୍ରଷ୍ଟବ୍ୟ —ପୃଥିବୀ ବେଷ୍ଟନକାରୀ ମହାସମୁଦ୍ର ଗୋଟିଏ କିନ୍ତୁ ସୁବିଧା ପାଇଁ ଭୂଗୋଳରେ ମହାସମୁଦ୍ରର କ୍ଷୁଦ୍ର ଅଂଶକୁ ସାଗର (ଯଥା— ଲୋହିତ ସାଗର, ଭୂମଧ୍ୟ ସାଗର) ଓ ବୃହତ୍ ଅଂଶକୁ ମହାସାଗର (ଯଥା—ପ୍ରଶାନ୍ତ ମହାସାଗର, ଭାରତ ମହା ସାଗର, ଆଟଲାଣ୍ଟିକ ମହାସାଗର, ଉତ୍ତର ମହାସାଗର, ଦକ୍ଷିଣ ମହାସାଗର) ବୋଲାଯାଏ]