ମହା ଅସାଧ୍ୟ
ଦେଖଣା
ମହା ଅସାଧ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହା ଅସାଧ୍ୟ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅତ୍ୟନ୍ତ; ଅସାଧ୍ୟ —୧. Very impracticable; very unmanageable.
- ୨. ଅତ୍ୟନ୍ତ ଅଗମ୍ୟ —୨. Very unapproachable.
- ୩. ମହା ଅଖାଡ଼ୁ (ଦେଖ) - ୩. Mahā akhāṟḍ̠u (See)