Jump to content

ମହା କର

ଉଇକିଅଭିଧାନ‌ରୁ

ମହା କର

ଉଚ୍ଚାରଣ

[ସମ୍ପାଦନା]
(ମହାକରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]
୧. ଯାହାର ହାତ ବଡ଼ — ୧. Large-handed.
୨. ଯାହାର ରାଜସ୍ୱ ଅଧିକ —୨. Having a large revenue (Apte)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକ ବୋଧିସତ୍ୱ —Name of a Buddhist saint.