ମହା କରଞ୍ଜ
ଦେଖଣା
ମହା କରଞ୍ଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର କରଞ୍ଜ (ଦେଖ) - A kind of karan̄ja (See)
[ଦ୍ରଷ୍ଟବ୍ୟ —ଏଥିର ଫଳ ସାଧରଣ କରଞ୍ଜ ଫଳ ଅପେକ୍ଷା ବଡ଼ ବୈଦ୍ୟଶାସ୍ତ୍ର ମତରେ ଏହାର ମୂଳର ତ୍ୱକ୍ ଗ୍ରହଣୀୟ ଏହା ତୀକ୍ଷ୍ଣ, ଉଷ୍ଣ, କଟୁ ଓ ବିଷ. କୁଷ୍ଠ, କଣ୍ଡୂ ବ୍ରଣ ଓ ଚର୍ମ ରୋଗ ନାଶକ—(ହିନ୍ଦୀ - ଶ.) ଏହାର ଅନ୍ୟ ସଂସ୍କୃତ - ନାମ ହସ୍ତିଚାରିଣୀ, ବିଷଘ୍ନୀ, କାଳଘ୍ନୀ, ଷଡ଼୍ଗ୍ରନ୍ଥା, ରସାୟନୀ, ସୁମନାଃ, ମଦ— ହସ୍ତିନୀ, ହସ୍ତି କଞ୍ଜେକକ, କାକ ଭାଣ୍ଡୀ, ମଧୁମତୀ]