Jump to content

ମହା କଷ୍ଟୀ

ଉଇକିଅଭିଧାନ‌ରୁ

ମହା କଷ୍ଟୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମହାକଷ୍ଟ)

[ସମ୍ପାଦନା]

ବିଶେଷରୂପେ ଦୁଃଖୀ; ଯେ ଅତ୍ୟନ୍ତ ଦୁଃଖଭୋଗ କରୁଥାଏ —Suffering great hardship; very miserable.