ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହାକାଳ+ସ୍ତ୍ରୀ. ଈ)
[ସମ୍ପାଦନା]
ରୁଦ୍ରାଣୀ; ଶିବପତ୍ନୀ; କାଳୀ; ଶ୍ୟାମା; ପାର୍ବତୀଙ୍କ ରୂପ ବିଶେଷ — An incarnation of Goddess kāḻī in her ferocious and naked form.
[ଦ୍ରଷ୍ଟବ୍ୟ —ଏହାଙ୍କର ପଞ୍ଚମୁଖ ଓ ଅଷ୍ଟଭୁକ ଥିବାର ପୁରାଣରେ ବର୍ଣ୍ଣିତ—ହିନ୍ଦୀ - ଶ]