ମହା ଜ୍ୟୈଷ୍ଠୀ
ଦେଖଣା
ମହା ଜ୍ୟୈଷ୍ଠୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମହତ୍+ଜ୍ୟୈଷ୍ଠ+ଈ)
[ସମ୍ପାଦନା]ଜ୍ୟୋତିଷୋକ୍ତ ଶୁଭ ଯୋଗ ବିଶେଷ —Name of an auspicious time according to Hindu astrology.
[ଦ୍ରଷ୍ଟବ୍ୟ —ରବିବାର ଦିନ ଜ୍ୟୈଷ୍ଠ ମାସର ପୂର୍ଣ୍ଣିମା ହେଲେ, ଜ୍ୟୈଷ୍ଠମାସରେ ଗୁରୁବାର ବା ସୋମବାର ଦିନ ଜ୍ୟୋଷ୍ଠା ନକ୍ଷତ୍ର ପଡ଼ିଲେ କିମ୍ୱା ଜୈଷ୍ଠ ମାସର ରବିବାର ଦିନ ରୋହିଣୀ ନକ୍ଷେତ୍ରି ପଡ଼ିଲେ ଏ ଯୋଗ ପଡ଼େ (ହିନ୍ଦୀ - ଶ) କିନ୍ତୁ ମଦନ ମୋହନଙ୍କ ତୀର୍ଥ ଦର୍ଶନରେ ଲେଖାଅଛି ଯେ ଜ୍ୟୈଷ୍ଠ ମାସରେ ପୂର୍ଣ୍ଣିମା ଗୁରୁବାର ଦିନ ହେଲେ ଚନ୍ଦ୍ର ଓ ବୃହସ୍ପତି ଜ୍ୟେଷ୍ଠା ନକ୍ଷତ୍ରରେ ରହିଲେ ଏହି ଶୁଭଯୋଗ ପଡ଼େ]