Jump to content

ମହା ଜ୍ୟୋତିଷିକ

ଉଇକିଅଭିଧାନ‌ରୁ

ମହା ଜ୍ୟୋତିଷିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଅଜ୍ଞ ଜ୍ୟୋତିଷବିଦ୍ୟାବ୍ୟବସାୟୀ; ଜ୍ୟୋତିଷ ବିଦ୍ୟାରେ ମୂର୍ଖ —A quack astronomer.

[ଦ୍ରଷ୍ଟବ୍ୟ —ସଂସ୍କୃତ ବ୍ୟାକରଣର ନିୟମ ଅନୁ— ସାରେ ଅନ୍ୟ କେତେକ ଶଦ୍ଦ ଓ ଜ୍ୟୋତିଷିକ ଶଦ୍ଦ ପୂର୍ବରେ 'ମହତ୍' ଶଦ୍ଦ ଯୋଗ କରା ଯାଏ ନାହିଁ,କିନ୍ତୁ ଦେଖାଯାଏ ଯେ ପ୍ରାମାଣିକ କାବ୍ୟକାର ଓ ଗ୍ରନ୍ଥକାରମାନେ ତତ୍ତତ୍ ଶବ୍ଦ ପୂର୍ବରେ 'ମହତ୍' ଶବ୍ଦ ଯୋଗ କରି 'ମହତ୍' ଶବ୍ଦକୁ ନିକୃଷ୍ଟ ବା ନିନ୍ଦିତ ବା ମୃତ୍ୟୁ ସମ୍ୱନ୍ଧୀୟ ଅର୍ଥରେ ବ୍ୟବହାର କରି ଅଛନ୍ତି]