ମହା ଜ୍ୱାଳ
ଦେଖଣା
ମହା ଜ୍ୱାଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରିହୀ; ମହତୀ ଜ୍ୱାଳା)
[ସମ୍ପାଦନା]- ୧. ଯଜ୍ଞାଗ୍ନି; ହୋମାଗ୍ନି (ହିନ୍ଦୀ - ଶ.) —୧. The fire kind led for a fire-sacrifice.
- ୨. ଏକ ନରକର ନାମ (ହିନ୍ଦୀ - ଶ) — ୨. Name of a part of hell.
[ଦ୍ରଷ୍ଟବ୍ୟ —ପୁତ୍ରବଧୁ ବା କନ୍ୟା ସଙ୍ଗେ ସହବାସ କରିବାକୁ ପାପୀଙ୍କୁ ଏ ନରକରେ ଦଣ୍ଡ ଦିଆଯାଏ—ହିନ୍ଦୀ - ଶ]
- ୩. ମହାଦେବ; ଶିବ (ହିନ୍ଦୀ - ଶ) —୩. Ṡiba.